NUA ASHA - Home

ପଣା ସଂକ୍ରାନ୍ତି ଅବସରରେ ଯାଜପୁର ଜିଲ୍ଲାରେ ଜଳଛତ୍ର ଶିବିର

ପଣା ସଂକ୍ରାନ୍ତି ଅବସରରେ ଯାଜପୁର ଜିଲ୍ଲାରେ ଜଳଛତ୍ର ଶିବିର
ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି ଉପଲକ୍ଷେ " Nua Asha " ପରିବାର ତରଫରୁ ଜଳଛତ୍ର ଶିବିର ର ଆୟୋଜନ ମା ବିରାଜ ଙ୍କ କ୍ଷେତ୍ର ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଅମୃତିୟା ପଞ୍ଚାୟତ ଠାରେ ଆୟୋଜିତ ହୋଇଯାଇଛି ଏବଂ ଏହି ଆୟୋଜନ ର ଆୟୋଜକ ତଥା ସଂଗଠକ Rasmi Ranjam Sahoo ଙ୍କୁ ଅଶେଷ ଅଶେଷ ଧନ୍ୟବାଦ।।
← Back to Articles